top of page

କଳାକାର

  • Writer: ବାବାଜୀ ଚରଣ ସାହୁ
    ବାବାଜୀ ଚରଣ ସାହୁ
  • 3 days ago
  • 1 min read

ହେ ଈଶ୍ୱର ତମେ ଏ ସୃଷ୍ଟିର କଳାକାର

ମୁଁ ଵି ମୋ କବିତା ସଂସାର ରେ କଳାକାର

ଆମେ ଗୋଟିଏ ବହିର ଦୁଇଟି ଆଗପଛ ମଲାଟ ।।

ହେଲେ ତମେ ସୃଷ୍ଟି କରିଥିବା ମଣିଷ ତମ

ବେଦ ବେଦାନ୍ତ କୁ କର୍ଣ୍ଣ ଗୋଚର ନକରି।

ମୁଁ ସେମିତି ବେଳେ ଲଜ୍ଜିତ ହୁଏ ସେ ମଣିଷ ଯେତେବେଳେ ମୋ କବିତାକୁ ପଢେ ।।

ହାରିଗଲି ପ୍ରଭୁ ତମେ ନିକଟରେ ମୁଁ ସାଘାଂତିକ ଭାବରେ ହାରି ଗଲି।

ପାରିବତ ମୋତେ ତମ ସେ କୋମଳ ଚପଳତାର ହାତରେ ସ୍ପର୍ଶ କରିବା ର ଅନୁଭବ ଦେବ ।। ଆପଣଙ୍କ ଏ ସୃଷ୍ଟିରେ ଆଖି ବନ୍ଧି ଲୁହ ନିକଟରେ,,,,,,,

କବି : ବାବାଜୀ ଚରଣ ସାହୁ

ଠିକଣା : ଦକ୍ଷିଣ ଉଷୁମା, ଫୁଲନଖରା, କଟକ


Recent Posts

See All
ବନ୍ଧୁତା ...

ବନ୍ଧନରେ ବାନ୍ଧି ରଖି ପାରିଲେ ସେ ହୋଇ ଯାଏ ସ୍ୱର୍ଗ ର ସ୍ୱର୍ଣ୍ଣ ପୁରୀ ହୃଦୟରେ ତାକୁ ସ୍ଥାନ ଦେଲେ ସେ ପାଲଟି ଯାଏ ସ୍ୱପ୍ନର ସାତ ସିନ୍ଧୁ ଆଖି ର ପଲକରେ ଲୁଚେଇ ରଖି ଦେଲେ ସେ ହୁଅନ୍ତି ଆଲିଙ୍ଗନ ଆଳାପ ମଧୁଶ୍ଚର୍ଯ୍ୟା ଲୁହର ଆତ୍ମିୟତାରେ ଭିଜେଇ

 
 
 
ସମୟ...

ସମୟ ଆଖିରେ ଲୁହ ସହିହେଉ ନାହିଁ କହି ହେଉ ନାହିଁ ଏମିତି ଏକ ସ୍ୱର୍ଗର ରଚିତ ଇତିହାସ ଜୀବନ ଥାଇ ବି ହୃଦୟ ଆଖିରେ ଅସରନ୍ତି କୋହ ।। ସବୁ ସହିଲା ପରେ ବି ସମୟ ଅବିବେକି...

 
 
 
ଆସୁଛନ୍ତି ମା'...

ଆସିବା ପାଇଁ କାହିଁକି ଏତେ କରୁଛନ୍ତି ବିଳମ୍ବ ଆଉ ଅପେକ୍ଷା କରିବା ପାଇଁ ଧର୍ଯ୍ୟର ସାହସ ଆସିବେ ନୌକା ରଜ ନା ଅଶ୍ୱରେ ଆଉ କେଉଁ ବାହାନାରେ ତୁମ ପାଇଁ ଏଧରା ...

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page