top of page
Search
ମୋ ଜଗା
କିଏ କହେ ସେ ଜଗତ ଠାକୁର କିଏ କହେ ଅନାଥ ର ନାଥ, ବିଶ୍ଵ କୁ ରଖିଛି ନିଜ ବାହୁ ଛାୟା ତଳେ ସାଜି ସିଏ ଜଗନ୍ନାଥ।। କି ସୁନ୍ଦର ବେଶ କି ସୁନ୍ଦର ନେତ କି ସୁନ୍ଦର ଚକା ଆଖି, ପାପର ବିନାଶ କରୁଥାଏ ନିତି ଶ୍ରୀ ମନ୍ଦିର ଅଛି ସାକ୍ଷୀ।। ସେ ଚକା ଆଖି ରେ ସବୁ ଦେଖୁଥାଏ ମାୟା କରୁଥାଏ ନିତି, ଭକ୍ତ ର ଡାକକୁ ସମ୍ଭାଳି ନ ପାରି ତା ଦୁଃଖ ରେ ହୁଏ ସାଥୀ।। ଭାବର ଠାକୁର ସେ ଭାବବିନଦିଆ ଛଳନାର ଗନ୍ତାଘର, ଛଳନା କରି ସେ ମନ ମୋହୁଥାଏ ସାଜି ପୁଣି ମାୟାଧର।। ଦୁଇ ଭାଇ ହୋଇ ମିଶି ରହିଥାଏ ସଭିଙ୍କ ଗେହ୍ଲା ହୋଇ, ଦୁନିଆ କହେ ତା ପରି ଠାକୁର ଏ ସଂସାର ରେ କେହି ନାହିଁ।। ହାତ ଅଧା ଅଧା ଗୋଡ ଅଧା ଅଧା ବିଚ
ସୋନାଲି ରାଜ
May 141 min read
bottom of page

