top of page
Search
ହସି ହସାଇବା...
ଯଦି କାହାକୁ ହସାଇ ପାରୁନା ଦୁଃଖ ଦେବାର ତୁମର ଅଧିକାର ନାହିଁ ହସି ହସାଇବାକୁ ଚେଷ୍ଟା କର ଦେଖିବ ଦୁନିଆ ହସିବ ତୁମେ ବି ହସିବ ତୁମ ପରିବାର ବି ହସିବ" "କେବଳ ଟିକିଏ ହସି ହସାଇବାକୁ ଚେଷ୍ଟା କରନ୍ତୁ" ଅଧ୍ୟାପକ ରତ୍ନାକର ସେଠୀ
ରତ୍ନାକର ସେଠୀ
May 141 min read
bottom of page

