top of page

ହସି ହସାଇବା...

ଯଦି କାହାକୁ ହସାଇ ପାରୁନା

ଦୁଃଖ ଦେବାର ତୁମର ଅଧିକାର ନାହିଁ

ହସି ହସାଇବାକୁ ଚେଷ୍ଟା କର

ଦେଖିବ ଦୁନିଆ ହସିବ

ତୁମେ ବି ହସିବ

ତୁମ ପରିବାର ବି ହସିବ"


"କେବଳ ଟିକିଏ ହସି ହସାଇବାକୁ ଚେଷ୍ଟା କରନ୍ତୁ"

ଅଧ୍ୟାପକ ରତ୍ନାକର ସେଠୀ

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page