top of page

ସୋନାଲି ରାଜ
Writer
ବାରିପଦା, ମୟୂରଭଞ୍ଜ
More actions
Profile
Join date: Apr 25, 2026
Posts (2)
May 14, 2026 ∙ 1 min
ହେ ଜଗା
ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା।। ଖାଉଛି ନିତି ସେ ଷାଠିଏ ପଉଟି ସବୁ ମାୟା କୁ ପାଖେ ସାଉଁଟି।। ଅଧର ନାଲି କୁ ପୁଣି ହସ ମୁରୁକି ଭକ୍ତ ର ଭକ୍ତି କୁ ଦେଖେ ନିରିଖି।। ଅନ୍ଧାର ଭିତରେ ସେ ବସିଥାଏ ଡାକି ଡାକି ପୁଣି ଅଭଡ଼ା ଖୁଆଏ।। ଅଧା ଗଢା ପୁଣି ମୁଁହ ବି କଳା ହସି ହସି ପୁଣି କରେ ସେ ଲୀଳା।। ସହସ୍ର ଭକ୍ତ କୁ ପାଖକୁ ଡାକି ଦୁଃଖ ଦୂର କରେ ତା ନେତ ଢାଙ୍କି।। ଆଷାଢ଼ ଆସିଲେ ସ୍ନାନ ସାରି ମାଉସୀ...
1
0
May 14, 2026 ∙ 1 min
ମୋ ଜଗା
କିଏ କହେ ସେ ଜଗତ ଠାକୁର କିଏ କହେ ଅନାଥ ର ନାଥ, ବିଶ୍ଵ କୁ ରଖିଛି ନିଜ ବାହୁ ଛାୟା ତଳେ ସାଜି ସିଏ ଜଗନ୍ନାଥ।। କି ସୁନ୍ଦର ବେଶ କି ସୁନ୍ଦର ନେତ କି ସୁନ୍ଦର ଚକା ଆଖି, ପାପର ବିନାଶ କରୁଥାଏ ନିତି ଶ୍ରୀ ମନ୍ଦିର ଅଛି ସାକ୍ଷୀ।। ସେ ଚକା ଆଖି ରେ ସବୁ ଦେଖୁଥାଏ ମାୟା କରୁଥାଏ ନିତି, ଭକ୍ତ ର ଡାକକୁ ସମ୍ଭାଳି ନ ପାରି ତା ଦୁଃଖ ରେ ହୁଏ ସାଥୀ।। ଭାବର ଠାକୁର ସେ ଭାବବିନଦିଆ ଛଳନାର ଗନ୍ତାଘର, ଛଳନା କରି ସେ ମନ ମୋହୁଥାଏ ସାଜି ପୁଣି ମାୟାଧର।। ଦୁଇ ଭାଇ ହୋଇ ମିଶି ରହିଥାଏ ସଭିଙ୍କ ଗେହ୍ଲା ହୋଇ, ଦୁନିଆ କହେ ତା ପରି ଠାକୁର ଏ ସଂସାର ରେ କେହି ନାହିଁ।। ହାତ ଅଧା ଅଧା ଗୋଡ ଅଧା ଅଧା ବିଚିତ୍ର ଠାକୁର ଇଏ,...
1
0
bottom of page

