top of page
ବାବାଜୀ ଚରଣ ସାହୁ

ବାବାଜୀ ଚରଣ ସାହୁ

Writer

WRITER

More actions

Profile

Join date: Sep 19, 2025

About

ଦକ୍ଷିଣ ଉଷୁମା, ଗଗବସ୍ତ, ଫୁଲନଖରା, କଟକ

Posts (7)

Nov 3, 20251 min
ଶୁଭ ରାତିରେ ...
ହୃଦୟ ହଜିଯାଇଛି ଖୋଜିବା ଅସମ୍ଭବ ତାଙ୍କର ଦେଖା ହେବା ବି ସମ୍ଭବ ନୁହେଁ ପରିବର୍ତ୍ତନ ପୃଥିବୀରେ ଚାଲିବା ଦୁଃଖ ବଞ୍ଚିବା ହୋଇ ଯାଇଛି ଲୁହଲହୁର ଦେହ । କାହାକୁ ସାଥିରେ ସାଥି କରି ଚାଲିବି ସବୁ ଶୂନ୍ୟସ୍ଥାନ ।। କାରଣ ସିନ୍ଦୁର ହଜିଛି ଶୁଭ ରାତିରେ,,,, ସବୁକିଛି ହୋଇ ଗଲାଣି ଅଭିଶାପର ଆୟୁଷ ବସନ୍ତ ହାତରେ ଆଉ ନାହିଁ ଫଗୁଣର ମହକ ଜହ୍ନ ହାତରେ କେବଳ ରହିଛି ଜୋସ୍ନା ବଦଳରେ ଅମାବାସ୍ୟାର କଳଙ୍କ ସିନ୍ଦୁକ ଭିତରେ ନାହିଁ ଆଉ ସେ ସିନ୍ଦୁରର ରୂପଲାବଣ୍ୟ କେମିତି ଖୋଜିବି ହଜିଯାଇଛି ସେ ସିନ୍ଦୁର ର ସୁହାଗ ଏଇତ ବୋଧହୁଏ ବାକି ସିନ୍ଦୁର ସେ ସୌନ୍ଦର୍ଯ୍ୟ କିନ୍ତୁ ମୋ ପାଇଁ ସିନ୍ଦୁର ହଜିଛି ଶୁଭ ରାତିରେ କିଛି ନାହିଁ...

22
0
Nov 3, 20251 min
କଳାକାର
ହେ ଈଶ୍ୱର ତମେ ଏ ସୃଷ୍ଟିର କଳାକାର ମୁଁ ଵି ମୋ କବିତା ସଂସାର ରେ କଳାକାର ଆମେ ଗୋଟିଏ ବହିର ଦୁଇଟି ଆଗପଛ ମଲାଟ ।। ହେଲେ ତମେ ସୃଷ୍ଟି କରିଥିବା ମଣିଷ ତମ ବେଦ ବେଦାନ୍ତ କୁ କର୍ଣ୍ଣ ଗୋଚର ନକରି। ମୁଁ ସେମିତି ବେଳେ ଲଜ୍ଜିତ ହୁଏ ସେ ମଣିଷ ଯେତେବେଳେ ମୋ କବିତାକୁ ପଢେ ।। ହାରିଗଲି ପ୍ରଭୁ ତମେ ନିକଟରେ ମୁଁ ସାଘାଂତିକ ଭାବରେ ହାରି ଗଲି। ପାରିବତ ମୋତେ ତମ ସେ କୋମଳ ଚପଳତାର ହାତରେ ସ୍ପର୍ଶ କରିବା ର ଅନୁଭବ ଦେବ ।। ଆପଣଙ୍କ ଏ ସୃଷ୍ଟିରେ ଆଖି ବନ୍ଧି ଲୁହ ନିକଟରେ,,,,,,, କବି : ବାବାଜୀ ଚରଣ ସାହୁ ଠିକଣା : ଦକ୍ଷିଣ ଉଷୁମା, ଫୁଲନଖରା, କଟକ

19
0
Nov 3, 20251 min
ବନ୍ଧୁତା ...
ବନ୍ଧନରେ ବାନ୍ଧି ରଖି ପାରିଲେ ସେ ହୋଇ ଯାଏ ସ୍ୱର୍ଗ ର ସ୍ୱର୍ଣ୍ଣ ପୁରୀ ହୃଦୟରେ ତାକୁ ସ୍ଥାନ ଦେଲେ ସେ ପାଲଟି ଯାଏ ସ୍ୱପ୍ନର ସାତ ସିନ୍ଧୁ ଆଖି ର ପଲକରେ ଲୁଚେଇ ରଖି ଦେଲେ ସେ ହୁଅନ୍ତି ଆଲିଙ୍ଗନ ଆଳାପ ମଧୁଶ୍ଚର୍ଯ୍ୟା ଲୁହର ଆତ୍ମିୟତାରେ ଭିଜେଇ ଦେଲେ ସେ ହୁଅନ୍ତି ମଧୁବନର ମାନସୀ ମଇନା ପ୍ରେମର ପ୍ରଣୟ ରେ ଛନ୍ଦି ଦେଲେ ସଜ ଲେଖନ୍ତି ତାଙ୍କ ଲେଖନୀ ରୁ ଅନେକ କବିତା।।ତାଙ୍କ ନାଁ ବନ୍ଧୁତା ।। କବି : ବାବାଜୀ ଚରଣ ସାହୁ ଠିକଣା : ଦକ୍ଷିଣ ଉଷୁମା, ଫୁଲନଖରା, କଟକ

8
0

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page