top of page

ବେଦ...

  • Writer: ବାବାଜୀ ଚରଣ ସାହୁ
    ବାବାଜୀ ଚରଣ ସାହୁ
  • Sep 19, 2025
  • 1 min read

ସବୁ କିଛି ସମ୍ଭବର ଉପରେ ତମେ ଅବସ୍ଥିତ

ତଥାପି ଧରିବା ମୋ ପକ୍ଷରେ ହେଉଛି ଅସମ୍ଭବ

ଚାରି ବେଦର ସମାହାର ଉର୍ଦ୍ଧ୍ବରେ ତୁମ୍ଭର ସ୍ଥିତି

ମୌସୁମୀ ର ଆଗମନର ଅନ୍ତରାଳରେ କରିଛ କୁଟୀର

ରାଜଭବନ ଗଢିବା ର କ୍ଷମତା ନାହିଁ ମୋହର

କିନ୍ତୁ ଗଢି ପାରିବି ନିଶ୍ଚିତ ଝାଟିମାଟିର ସେ ଘର

ବିଧାତାର ଅଭିଧାନରେ ରହିଛ ରହିବ ତମେ ତମ ସୃଷ୍ଟି ର ସବୁ କିଛି ସୃଷ୍ଟି

ତୁମ୍ଭର ସ୍ପର୍ଶ ରୁ ଆରମ୍ଭ ଏ ପୃଥିବୀର ସୌନ୍ଦର୍ଯ୍ୟ ର ସନ୍ଦିପନି

ତମେ ନରହିଲେ ବଦଳି ଯିବ ଓଠର ଭାଷା

ପରିବର୍ତ୍ତନ ହୋଇ ପାରିବ ନାହିଁ ମଧୁଶ୍ଚର୍ଯ୍ୟାର ସେ ସ୍ୱର୍ଗ

ତୁମ୍ଭର କଥା ବେଦର ଗାର ଏ ହେଉଛି ତୁମ୍ଭର ବାଣି

ସାର୍ଥକ କରିବ ଶେଷ ପର୍ଯ୍ୟନ୍ତ ଥିବା ଯାଏ ଏ ପୃଥିବୀର ମଧୁଶ୍ଚର୍ଯ୍ୟାର ମୌସୁମୀ।

ଲେଖକ : ବାବାଜୀ ଚରଣ ସାହୁ

ଠିକଣା : ଦକ୍ଷିଣ ଉଷୁମା, ଗଗବସ୍ତ, ଫୁଲନଖରା, କଟକ


Recent Posts

See All
ମୋ ସୁନୟନା ...

(କ) ଚନ୍ଦନ ମହକୁଛି ଫୁଲ ବି ମହକୁଛି ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି ମୋହର ପ୍ରେମ ପତ୍ରେ । (ଖ) ନାନା ରଙ୍ଗ ଫୁ

 
 
 
ପରଂବ୍ରହ୍ମ ...

(୧) ତୁମେ ହିଁ ଆଦି ତୁମେ ହିଁ ତ ଅନ୍ତ ।। କୋଟି ପରଂବ୍ରହ୍ମ ମୋର ତୁମେ ହିଁ ତ ଅନନ୍ତ ।। (୨) ସକଳ ସୃଷ୍ଟିର ଆଦିଓଁକାର ଗାଇ ଉଠେ ଏ ମନ ।। ବୀଣାଝଙ୍କାରର ତୁମେ ଆବାହକ ନାଚ଼ି ଉଠେ ଏ ବୃନ୍ଦାବନ ।।

 
 
 
ପାପ ସଂସାର ...

ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ, କେମିତି ଚାଲିବ ସଂସାର। କୋମଳମତିଠୁ ଯୁବା-ବୃଦ୍ଧା ଯାଏ, ତ୍ରାହି ନ ମିଳଇ କାହାର। ​ରକ୍ତ ଶୋଷି ମାରେ ନର-ରାକ୍ଷସ ଟା, କିଏ ନିଜେ ପିଇ ମରେ ଜହର। ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ, କରନ୍ତି କରୁଣ ଚିତ୍କାର। ​ବଞ୍

 
 
 

1 Comment

Rated 0 out of 5 stars.
No ratings yet

Add a rating
Rashmi Ranjan
Sep 19, 2025
Rated 5 out of 5 stars.

ହୃଦୟକୁ ଛୁଇଁଲା

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page