Search
ରଜନୀ ଲୋ
- ପ୍ରଜ୍ଞା ପ୍ରିୟଦର୍ଶିନୀ ବାଘ
- May 14
- 1 min read
ରଜନୀ ଲୋ,,,
ଆଜି ଆବୋରିନେ ଚନ୍ଦ୍ରମା କୁ...!!
ଲିଭେଇ ଦେ ମୋ କାଳିମାକୁ..।
ରଜନୀ ଲୋ...
ଆଜି ପଖାଳିଦେ ମୋ ଅଙ୍ଗ କୁ ..!
ଲଗେଇ ଦେ ତା ରଙ୍ଗକୁ..।
ରଜନୀ ଲୋ...
ଆଜି ତୋଳି ନେ ତାରା କୁ...!!
ସଜେଇଦେ ମୋ ଗଭାକୁ...।
ରଜନୀ ଲୋ..
ଆଜି ପୂର୍ଣ୍ଣତା ଦେ ମୋ ପ୍ରଣୟକୁ...!!
ସମର୍ପି ଦେଲି ମୋ ନିଜକୁ ..।
@ପ୍ରଜ୍ଞା ପ୍ରିୟଦର୍ଶିନୀ ବାଘ


Comments