Search
ମୋ ବାପା ...
- ଶିବାନୀ ଦାସ

- 3 hours ago
- 1 min read
ମୋ ବାପା ଜଣେ ଅଭନେତ୍ରୀ ନୁହନ୍ତି କିନ୍ତୁ... ମୁଁ ତାଙ୍କୁ ଭଲ ଅଭିନେତ୍ରୀ ବୋଲି ଜାଣିଛି... ମୋ ବାପା ଉପରୁ ନଡ଼ିଆ ଭଳି କଠୋର କିନ୍ତୁ ଭିତରେ ନରମ..ଘରେ ପଇସା ପତ୍ର ର ଅଭାବ ଅସୁବିଧା ହେଲେ କେବେ ଜଣେଇବାକୁ ଦେଇନାହାନ୍ତି... ନିଜ ପେଟ କାଟି ମୋ ଖାଇବା ପିଇବା ଖର୍ଚ୍ଚ ଉଠେଇଛନ୍ତି... ମୋ ବାପା ମୋତେ ନେଇ ମହଙ୍ଗା ସ୍ଵପ୍ନ ଦେଖିବାର ମୁଁ ଜାଣିଛି...ମୋ ବାପା ଭଲ ଅଭିନୟ କରି ଜାଣିଛନ୍ତି ବୋଲି ମୁଁ ଜାଣିଛି....ମୋ ବାପା ଗୋଟେ ଭଲ ଅଭିନେତ୍ରୀ ବୋଲି ମୁଁ ଜାଣିଛି
ଲେଖିକା : ଶିବାନୀ ଦାସ
ଠିକଣା : ରାଜଗାଙ୍ଗପୁର







Comments