ନୀତି ଶିକ୍ଷା...ଚନ୍ଦନ କୁମାର Sep 12, 20251 min readRated NaN out of 5 stars.କଳଙ୍କ ଲାଗିଛି ଜହ୍ନ ଠାରେ ବୋଲି କଳଙ୍କିନୀ ତାକୁ କୁହ ସେଇ ଜହ୍ନ ଯେବେ ବାନ୍ଧବୀ ସାଜିବ ଲଗେଇ ଦେବ ତା ମୋହ ଚନ୍ଦନ କୁମାର (କେନ୍ଦୁଆପାଳ, ଦେବଗଡ)
ମୋ ସୁନୟନା ...(କ) ଚନ୍ଦନ ମହକୁଛି ଫୁଲ ବି ମହକୁଛି ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି ମୋହର ପ୍ରେମ ପତ୍ରେ । (ଖ) ନାନା ରଙ୍ଗ ଫୁ
ପରଂବ୍ରହ୍ମ ...(୧) ତୁମେ ହିଁ ଆଦି ତୁମେ ହିଁ ତ ଅନ୍ତ ।। କୋଟି ପରଂବ୍ରହ୍ମ ମୋର ତୁମେ ହିଁ ତ ଅନନ୍ତ ।। (୨) ସକଳ ସୃଷ୍ଟିର ଆଦିଓଁକାର ଗାଇ ଉଠେ ଏ ମନ ।। ବୀଣାଝଙ୍କାରର ତୁମେ ଆବାହକ ନାଚ଼ି ଉଠେ ଏ ବୃନ୍ଦାବନ ।।
ପାପ ସଂସାର ...ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ, କେମିତି ଚାଲିବ ସଂସାର। କୋମଳମତିଠୁ ଯୁବା-ବୃଦ୍ଧା ଯାଏ, ତ୍ରାହି ନ ମିଳଇ କାହାର। ରକ୍ତ ଶୋଷି ମାରେ ନର-ରାକ୍ଷସ ଟା, କିଏ ନିଜେ ପିଇ ମରେ ଜହର। ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ, କରନ୍ତି କରୁଣ ଚିତ୍କାର। ବଞ୍
Comments