top of page

ବାପା...

  • Writer: ଗୀତାଞ୍ଜଳୀ ସାହୁ
    ଗୀତାଞ୍ଜଳୀ ସାହୁ
  • Sep 14, 2025
  • 1 min read

ବାପା ତମେ ମା ପରି ମୋତେ କାହିଁକି ଭଲ ପାଅନି,

ମାଆ ଯେମିତି ପଚାରେ ମୁଁ ଖାଇଛି କି ନାହିଁ ?

ସେମିତି ତୁମେ କାହିଁକି ପଚାରନ୍ତି ?

କାହିଁକି ପଚାରନ୍ତି ଆଜି ମୁଁ କଣ ପଢିଲି ?

କାହିଁକି ପଚାରନ୍ତି ଆଜି ମୁଁ ସେ ସାଙ୍ଗ ସହ କଣ କଥା ହେଲି ?

ତୁମେ କଣ ଜମା ମୋ ବିଷୟରେ ଚିନ୍ତା କରନି ?

ବାପା' ତୁମେ ମା' ପରି ମୋତେ କାହିଁକି ଭଲ ପାଅ ନାହିଁ?

ବାପା' ତୁମେ ମା ପରି ମୋତେ କାହିଁକି ଭଲ ପାଅ ନାହିଁ ?

ଦିନେ ଏ କାହିଁକି ର ଉତ୍ତର ମୁଁ ମାଆ କୁ ପଚାରିଲି ତ ମା କହିଲା'

ଯେ ନିଜେ ନ ଖାଇ ଆମକୁ ଖୁଆଏ ସେ ହେଉଛନ୍ତି ବାପା...

ଯେ ନିଜେ ଦୁଃଖ ରେ ରହି ଆମକୁ ହସାନ୍ତି ସେ ହେଉଛନ୍ତି ବାପା '....

ଯେ ସବୁ ପର୍ବ ପର୍ବାଣୀ ରେ ଆମକୁ ନୂଆ ଡ୍ରେସ୍ ଆଣିଦେଇ ନିଜେ ପୁରୁଣା ଡ୍ରେସ୍ ପିନ୍ଧନ୍ତି ସେ ହେଉଛନ୍ତି ବାପା...

ଯେ ଦିନ ସାରା ଖଟି ଆମେ ଶାନ୍ତି ରେ ଶୋଇବୁ ଯେ ଚିନ୍ତା କରନ୍ତି ସେ ହେଉଛନ୍ତି ବାପା...

ବାପା ସତରେ ଏତେ ନିସ୍ୱାର୍ଥପର ହୋଇ ଆମ ପାଇଁ କେମିତି କରୁଛ,

ବୋଧେ ମା' ଠାରୁ ଅଧିକ ତୁମେ ମୋତେ ଭଲପାଅ... Love you '' ବାପା ''

ଲେଖିକା : ଗୀତାଞ୍ଜଳୀ ସାହୁ

ଠିକଣା : ଚାନ୍ଦବାଲି, ଭଦ୍ରକ

Recent Posts

See All
ମୋ ସୁନୟନା ...

(କ) ଚନ୍ଦନ ମହକୁଛି ଫୁଲ ବି ମହକୁଛି ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି ମୋହର ପ୍ରେମ ପତ୍ରେ । (ଖ) ନାନା ରଙ୍ଗ ଫୁ

 
 
 
ପରଂବ୍ରହ୍ମ ...

(୧) ତୁମେ ହିଁ ଆଦି ତୁମେ ହିଁ ତ ଅନ୍ତ ।। କୋଟି ପରଂବ୍ରହ୍ମ ମୋର ତୁମେ ହିଁ ତ ଅନନ୍ତ ।। (୨) ସକଳ ସୃଷ୍ଟିର ଆଦିଓଁକାର ଗାଇ ଉଠେ ଏ ମନ ।। ବୀଣାଝଙ୍କାରର ତୁମେ ଆବାହକ ନାଚ଼ି ଉଠେ ଏ ବୃନ୍ଦାବନ ।।

 
 
 
ପାପ ସଂସାର ...

ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ, କେମିତି ଚାଲିବ ସଂସାର। କୋମଳମତିଠୁ ଯୁବା-ବୃଦ୍ଧା ଯାଏ, ତ୍ରାହି ନ ମିଳଇ କାହାର। ​ରକ୍ତ ଶୋଷି ମାରେ ନର-ରାକ୍ଷସ ଟା, କିଏ ନିଜେ ପିଇ ମରେ ଜହର। ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ, କରନ୍ତି କରୁଣ ଚିତ୍କାର। ​ବଞ୍

 
 
 

2 Comments

Rated 0 out of 5 stars.
No ratings yet

Add a rating
Guest
Sep 14, 2025
Rated 5 out of 5 stars.

ବାପା ମାଆ ନିତ୍ଯ ଚିରନ୍ତନ ସତ୍ୟ...

Like

Guest
Sep 14, 2025

Khub Sundar Rachana..

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page