top of page

୧୦ମ ସଂସ୍କରଣ "ଦାରୁବ୍ରହ୍ମ"

ନମସ୍କାର,

ଆପଣଙ୍କ ନିମନ୍ତେ ନେଇଆସିଛୁ "ମହ୍ଲାର ଇ-ପତ୍ରିକା" ର ଆଗାମୀ ସଂସ୍କରଣ "ଦାରୁବ୍ରହ୍ମ" l

ଯାହାର ଲେଖା ପଠେଇବାର ସମୟସୀମା ଆଉ ମାତ୍ର ୧୦ଦିନ ରହିଲା l ଆଶା କରୁଛୁ ପ୍ରତିଥର ଭଳି ଏଥର ବି ଅପଣଙ୍କର ଏକ ସ୍ଵ-ରଚିତ ଲେଖା ପ୍ରଦାନ କରି ମହ୍ଲାର ପରିବାରର ଏକ ସକ୍ରିୟ ଲେଖକ/ଲେଖିକାର ଭୂମିକା ଗ୍ରହଣ କରିବା ସହ ୧୦ମ ସଂସ୍କରଣ "ଦାରୁବ୍ରହ୍ମ" ପତ୍ରିକାଟିକୁ ସାଫଲ୍ୟମଣ୍ଡିତ କରନ୍ତୁ ...


👉🏻 ଲେଖା ପଠେଇବାର ସମୟ ସୀମା : ୨୦/ଜୁନ/୨୦୨୫

👉🏻 ଲେଖା ପଠେଇବାର ନିୟମାବଳୀ :

୧) ପତ୍ରିକା ନିମନ୍ତେ କେବଳ ଆପଣଙ୍କର ନିଜସ୍ୱ ସ୍ଵ-ରଚିତ ଲେଖା (ପ୍ରବନ୍ଧ,କବିତା,ଗଳ୍ପ,ଉପନ୍ୟାସ,ହସ-କଥା) ଦାଖଲ କରନ୍ତୁ l

୨) ଭବିଷ୍ୟତରେ ଲେଖାକୁ ନେଇ ଉପୁଜିଥିବା ସମସ୍ୟା ନିମନ୍ତେ କେବଳ ଲେଖକ ହିଁ ଦାୟୀ ରହିବେ, ମହ୍ଲାର କର୍ତ୍ତୃପକ୍ଷ ନୁହେଁ l

୩) ଆପଣଙ୍କର ଲେଖାଟି ସମ୍ପୁର୍ଣ୍ଣ ରୂପେ ଓଡ଼ିଆ ଭାଷାରେ ଲେଖାଥିବା ନିତ୍ୟାନ୍ତ ଆବଶ୍ୟକ l

୪) ଆପଣଙ୍କର ଲେଖାକୁ ଆମର ୱେବ-ସାଇଟ କିମ୍ବା ଇ-ମେଲ ମାଧ୍ୟମରେ ପଠେଇବାକୁ ଅନୁରୋଧ l

୫) ଲେଖା ପଠେଇବା ସହ ଏହାର ନକଲ କପି ନିଜ ପାଖେ ସାଇତି ରଖନ୍ତୁ, କାରଣ କର୍ତ୍ତୁପକ୍ଷଙ୍କୁ ଲେଖା ଫେରାଇବାର କୌଣସି ସୁବିଧା ନାହିଁ l

୬) ଲେଖାଟି ୧୦୦ କିମ୍ବା ୨୦୦ ଶବ୍ଦ ଠୁ ଉର୍ଦ୍ଧ ହୋଇଥିବା ଦରକାର l

୭) ଉକ୍ତ ଫର୍ମାଟରେ ନିଜସ୍ୱ ଫୋଟୋ, ଠିକଣା ଏବଂ ଯୋଗାଯୋଗ କରିବାର ସୂଚନା ଦେବାକୁ ଅନୁରୋଧ l


👉🏻 ଲେଖା ପଠେଇବାର ଠିକଣା :

ୱେବ-ସାଇଟ : www.MalharOdia.com ଇ-ମେଲ : malharmagazine@gmail.com


👉🏻 ସୂଚନା : ସମୟସୀମା ବାହାରେ ଆସିଥିବା କୌଣସି ଲେଖା ଗ୍ରହଣଯୋଗ୍ୟ ନୁହେଁ l


ଆପଣଙ୍କର ପ୍ରିୟଜନଙ୍କୁ ଅଭିନନ୍ଦନ ଜଣାଇବା ନିମନ୍ତେ ଆମକୁ ଯୋଗାଯୋଗ କରନ୍ତୁ...

 
 
 

Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ୟାଗ ଓ ଭଲ ପାଇବା

ଥରେ ଗୋଟିଏ ପୁଅ ଏବଂ ଝିଅ ପ୍ରେମରେ ପଡିଗଲେ। କିନ୍ତୁ ଝିଅର ପିତାମାତା ଏହି ସମ୍ପର୍କରେ ଖୁସି ନଥିେଲେ। ତେଣୁ ପୁଅଟି କେବଳ ଝିଅ କୁ ନୁହେଁ ଵରଂ ତାଙ୍କର ପିତାମାତାଙ୍କୁ ମଧ୍ଯ ମନେଇବାକୁ ସ୍ଥିର କଲା।ସମୟକ୍ରମେ ଝିଅ ର ପିତାମାତା ଅନୁଭବ କଲେ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page