ସୁନ୍ଦର ସହର ମୋ ତାଳଚେରସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ
ତ୍ୟାଗ ଓ ଭଲ ପାଇବା ଥରେ ଗୋଟିଏ ପୁଅ ଏବଂ ଝିଅ ପ୍ରେମରେ ପଡିଗଲେ। କିନ୍ତୁ ଝିଅର ପିତାମାତା ଏହି ସମ୍ପର୍କରେ ଖୁସି ନଥିେଲେ। ତେଣୁ ପୁଅଟି କେବଳ ଝିଅ କୁ ନୁହେଁ ଵରଂ ତାଙ୍କର ପିତାମାତାଙ୍କୁ ମଧ୍ଯ ମନେଇବାକୁ ସ୍ଥିର କଲା।ସମୟକ୍ରମେ ଝିଅ ର ପିତାମାତା ଅନୁଭବ କଲେ
ତ୍ରିରଙ୍ଗାସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।
Comments