top of page
ରୁପାଲୀ ମହାପାତ୍ର ରୁପାଲୀ ମହାପାତ୍ର

ରୁପାଲୀ ମହାପାତ୍ର

Writer

ତାଳଚେର, ଅନୁଗୋଳ

More actions

Profile

Join date: Apr 25, 2026

Posts (2)

May 14, 20261 min
ପ୍ରିୟ ଶିକ୍ଷକ ଙ୍କ ପାଇଁ କିଛି
ପ୍ରିୟ ର ଶିକ୍ଷକ ଙ୍କ ପାଇଁ କିଛି.... କେମିତି କରିବୁ ଆମେ ଆପଣଙ୍କ ଅପମାନନା, ଆପଣ ତ ଆମ ସମସ୍ତଙ୍କ ଦେବତା। ତୁମେ ଥିଲ ଆମ ନୀତି ଆଦର୍ଶ, ତୁମ୍ଭ ସାଥେ ମିଳି ହୋଇଥିଲୁ ହରଷ। ପଲକି ଝଲକି ଉଠେ ସେହି ସ୍ନେହ ପ୍ରେମ, କେମିତି ଭୁଲିବୁ ଆମେ ସେହି ଅଭୁଲା ଦିନ। ଆପଣ ନଥିଲେ ଖାଲି ଆମ ପ୍ରିୟ ଶିକ୍ଷକ, ଆପଣ ଥିଲେ ଆମ ଭଗବାନ ସଦୃଶ। ଆପଣଙ୍କ ନୀତିବାଣୀ ବଜାଇ ରଖିକି, ଯେତେ ପ୍ରତିଶୃତି ମନରେ ସାଇତି.. ଆଜି ଆମେ ବଞ୍ଚିଛୁ। ସବୁ ଭାସିଗଲା ସମୟ ସୁଅରେ, ମନ ଆମ ହାରିଗଲା ବିଚ୍ଛେଦ ବାଜିରେ.. ହୃଦୟ ଆଘାତ ଆମ ସମ୍ପର୍କ ଡୋରିରେ। ଛାତିକୁ ପଥର କରିଦେଇ, ବିରହ ସୁଅ ରେ ଯାଏ ହଜି ହଜି। ଆଜି ଆମେ ଝୁରୁଛୁ, ସବୁ ଖୁସି...

0
0
May 14, 20261 min
ଜୀବନ
ମନ ସଦା କେବେ ଦୁଃଖ କରିବନି... ଉଦାସ ହେବନି କେବେ। ଅଛି କେତେ ଛବି ଅଭୁଲା ସ୍ମୃତି.. ଏ ଜଗତ ମହୀ ତଳେ। ଅଛନ୍ତି ଧରା ରେ କେତେ ଯେ ସାହସୀ... ବୀର ଗରୀୟାନ ପୁରୁଷ। ମୃତ୍ୟୁ ସହ ଲଢ଼ି ଜୀବନ ଦିଅନ୍ତି... କେତେ ଯେ ମହା ପୁରୁଷ। ହାରିବନି କେବେ ଜୀବନ ଯୁଦ୍ଧ ରେ... ଥରେ ଅଧେ ଝୁଣ୍ଟିଗଲେ। ଆହା ପଦେ କେହି କହିବାକୁ ନାଇଁ... ସ୍ୱାର୍ଥ ପାଖେ ସବୁ ରହିଲେ। ଜୀବନର ଚଲାବାଟେ ଆସନ୍ତି ଅନେକ ବାଟୋଇ... କିଏ ହୁଏ ନିଜର ତ କିଏ ହୁଏ ସାତ ପର... କିଏ ହୁଏ ପୁଣି ଚିହ୍ନା ଠୁ ଭି ଚିହ୍ନା, ତ ପୁଣି କିଏ ହୁଏ କାଇଁ ଅଚିହ୍ନା। ସବୁ ସ୍ମୃତି ହୋଇ ରହିଯାଆନ୍ତି... ମନର ଶାମୁକା ଭିତରେ। ଏ ଭବ ରଙ୍ଗ ମଞ୍ଚ ରେ.... ସବୁ ଅଭିନୟ...

0
0

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page