top of page

ନମିତା ବରାଳ
Writer
WRITER
More actions
Profile
Join date: Sep 7, 2025
Posts (2)
May 14, 2026 ∙ 1 min
ମୁଁ ଆଉ ଅଝଟ ହେଉନି।
ମୁଁ ଆଉ ଅଝଟ ହେଉନି ସ୍କୁଲ ବସ୍ତାନି ଧରି ଦୁଇ ଟଙ୍କା ପାଇଁ, ମୁଁ ଆଉ ଅଝଟ ହେଉନି ସେଇ ଗାଁ ପିଲାଙ୍କ ସହ ବିଷ ଅମୃତ ଚୋର ପୋଲିସ ଖେଳିବା ପାଇଁ।। ମୁଁ ଆଉ ଋଷି କାନ୍ଦୁନି ଖେଳରେ ଚୋର ହେଇଗଲେ। ମୋ ଗୋଡ଼ ବି ଆଉ କାଟୁନି ଆମ୍ବ ଟାକୁଆ ର ସେ କିତି କିତି ଖେଳ ରେ।। ମୁଁ ଆଉ ଲୁଚୁନି ସେ ଦ୍ଵିପ୍ରହର ଆମ୍ବ,କଇଁଆ,ବରକୋଳି ଚୋରି କରିବାରେ।। ମୁଁ ଆଉ ଅଝଟ ହେଉନି ଟିୟୁସନ୍ ଯିବା ପାଇଁ ପଣିକିଆ ଡରରେ, ମୁଁ ଆଉ ଅଝଟ ହେଉନି ଖାତା ଚିରି ବର୍ଷା ରେ କାଗଜ ଡ଼ଙ୍ଗା ଭସାଇବା ରେ।। ମୁଁ ଆଉ କାନ୍ଦୁନି ଗାଁ କୁ ଆଇସ୍ କ୍ରିମ୍ ବିକା ଆସିଲେ। ମୁଁ ଆଉ ଖେଳୁନି ବାଟି,ନଟୁ, ଲଙ୍କାମ୍ବ ମଞ୍ଜି ପିଲାଙ୍କ ମେଳରେ।। ମୁଁ ଆଉ ଦେଖୁନି...
0
0
Sep 7, 2025 ∙ 1 min
ସ୍ୱରୂପା
ଦେଖିଛି ମୁଁ ମୋ ବୋଉ ର ଲୁହକୁ ହାଣ୍ଡିଶାଳ ଘରେ ବସି, ଫୁଙ୍କୁନଳା ଧରି ଚୁଲିଫୁଙ୍କୁ ଥାଏ ଲୁହ କୁ କାନିରେ ପୋଛି।। ପଚାରିଛି ଯେବେ ଲୁହର କାରଣ କହେନାହିଁ ସିଏ କିଛି,...
26
0
4
bottom of page

