ତ୍ୟାଗ ଓ ଭଲ ପାଇବା
ଥରେ ଗୋଟିଏ ପୁଅ ଏବଂ ଝିଅ ପ୍ରେମରେ ପଡିଗଲେ। କିନ୍ତୁ ଝିଅର ପିତାମାତା ଏହି ସମ୍ପର୍କରେ ଖୁସି ନଥିେଲେ। ତେଣୁ ପୁଅଟି କେବଳ ଝିଅ କୁ ନୁହେଁ ଵରଂ ତାଙ୍କର ପିତାମାତାଙ୍କୁ ମଧ୍ଯ ମନେଇବାକୁ ସ୍ଥିର କଲା।ସମୟକ୍ରମେ ଝିଅ ର ପିତାମାତା ଅନୁଭବ କଲେ ଯେ ସେ ଜଣେ ଉତ୍ତମ ବ୍ଯକ୍ତି ଏବଂ ସେମାନଙ୍କ ବିବାହ ପାଇଁ ମଧ୍ଯ ରାଜି ହୋଇଗଲେ। ଯେତେବେଳେ ପିତାମାତା ରାଜି ହେଲେ ସେତେବେଳେ ଅନ୍ୟ ଏକ ସମସ୍ୟା ଉପୁଜିଲା। ପୁଅଟି Army ରେ ଥିଲା, ଏଵଂ ଖୁବ୍ ଶୀଘ୍ର ଯୁଦ୍ଧ ଆରମ୍ଭ ହେଲା, ତେଣୁ ତାଙ୍କୁ ଏକ ବର୍ଷ ପାଇଁ ବିଦେଶ ଯିବାକୁ ପଡିଲା। ସେ ଚାଲିଯିବାର ଏକ ସପ୍ତାହ ପୂର୍ବରୁ ସେମାେନ ବିବାହ ବନ୍ଧନରେ...