top of page
Blue Smoke

"ମହ୍ଲାର ଇ-ପତ୍ରିକା" ର ୧୩ତମ ସଂସ୍କରଣ "ନବପ୍ରଭା" ନିମନ୍ତେ ଏଠାରେ ଆପଣଙ୍କ ସ୍ୱ-ରଚିତ ଲେଖା ଦିଅନ୍ତୁ.
ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏହା ଏକ 'ଡ଼ିଜିଟାଲ ପତ୍ରିକା', ଯାହାକି ଆପଣ ନିଜର ଫୋନ କିମ୍ବା କମ୍ପୁଟରରେ ପଢି ପାରିବେ. ଏହାର କିଛି ମୁଦ୍ରିତ ପୁସ୍ତକ ଉପଲବ୍ଧ ନାହିଁ...


ନିୟମାବଳୀ :

  • ୧) ଆପଣଙ୍କ ନିଜସ୍ୱ ସ୍ୱ-ରଚିତ ଲେଖାକୁ ଆମ ନିକଟକୁ ଓଡ଼ିଆରେ ଟାଇପ କରି ପଠାନ୍ତୁ. (ଅନ୍ୟ କାହାର ଲେଖାକୁ ନକଲ କରନ୍ତୁ ନାହିଁ )

  • ୨) ଲେଖା ସହ ଆପଣଙ୍କର ନିଜସ୍ୱ ଫୋଟୋ, ଇ-ମେଲ, whatsaap No, ଠିକଣା ପଠେଇବାକୁ ଅନୁରୋଧ.

  • ୩) ଆପଣଙ୍କର ସମସ୍ତ ତଥ୍ୟ ଗୋପନ ରହିବ, (ଫୋଟୋ ଏବଂ ଠିକଣା ଆପଣଙ୍କ ଲେଖା ସ୍ଥାନରେ ରହିବ, ଫୋଟୋ ମଧ୍ଯ ଆପଣଙ୍କ ସାର୍ଟିଫିକେଟ ରେ ଉପଲବ୍ଧ ହେବ)

  • ୪) ଆପଣଙ୍କର ଲେଖାକୁ ଆସନ୍ତା ୧୦-ଫେବୃଆରୀ-୨୦୨୬ ମଧ୍ୟରେ ପଠେଇବାକୁ ଅନୁରୋଧ.

  • ୫) ସମୟ ସୀମା ପରେ ଆସିଥିବା ଲେଖାକୁ ପତ୍ରିକାରେ ସ୍ଥାନ ଦିଆଯିବ ନାହିଁ.

  • ୬) ଆପଣଙ୍କ ଦ୍ୱାରା ପଠାଯାଇଥିବା ଲେଖା ମାର୍ଚ୍ଚ-୨୦୨୬ ରେ ବାହାରିବାକୁ ଥିବା "ନବପ୍ରଭା" ଇ-ପତ୍ରିକାରେ ସ୍ଥାନିତ ହେବ. ଦୟାକରି ସମୟ ସୀମା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ.

  • ୭) ପତ୍ରିକା ନିମନ୍ତେ ପଠେଇଥିବା ଲେଖାକୁ ଅନ୍ୟ କେଉଁ ପତ୍ରିକା ପାଇଁ ଦିଅନ୍ତୁ ନାହିଁ .

  • ୮) ପତ୍ରିକା ନିମିତ୍ତ ପଠେଇଥିବା ଲେଖାର ନକଲ ନିଜ ପାଖରେ ସୁରକ୍ଷିତ ରଖନ୍ତୁ.

  • ୯) ଲେଖା କେବଳ ଆମକୁ ଇ-ମେଲ କିମ୍ବା ୱେବ୍ସାଇଟ ରେ ହିଁ ପଠାନ୍ତୁ . (Whatsaap ରେ ଆସିଥିବା ଲେଖା ଗ୍ରହଣ ନୁହେଁ, କେବଳ ସମୟ ସୀମା ସରିବା ଆମ ସହ ଯୋଗାଯୋଗ କରି Whatsaap ରେ ପଠାଇପାରିବେ)

  • ୧୦)  ଲେଖା ର ଫୋଟୋ କପି କିମ୍ବା PDF ଫାଇଲ ଗ୍ରହଣୀୟ ନୁହେଁ.

  • ୧୧) ଆସିଥିବା ସମସ୍ତ ଲେଖାକୁ 'ଅଂଶ-ଗ୍ରହଣ ପ୍ରମାଣ ପତ୍ର' ,ଏବଂ ସମ୍ପାଦନା ମଣ୍ଡଳୀ ଦ୍ୱାରା ଚୟନ ହୋଇଥିବା ୧୦ଗୋଟି ଲେଖାକୁ "ଶ୍ରେଷ୍ଠ ପ୍ରତିଭା ସମ୍ମାନ" ର ପ୍ରମାଣ-ପତ୍ର ମିଳିବାର ବ୍ୟବସ୍ଥା ଅଛି.

  • ୧୨) ଲେଖା ପାଇଁ କିଛି ନିର୍ଦ୍ଧାରିତ ବିଷୟ-ବସ୍ତୁ ନାହିଁ, ଲେଖକ/ଲେଖିକା ସେମାନଙ୍କର ନିଜ ପସନ୍ଦିତା ଲେଖାକୁ ସ୍ଥାନିତ କରିପାରିବେ.

Green Board

ପତ୍ରିକାରେ ଲେଖା ପଠାଇବା ନିମିତ୍ତ ଏଠାର ଆପଣଙ୍କର ସମସ୍ତ ତଥ୍ୟ ପ୍ରଦାନ କରନ୍ତୁ.

ଜନ୍ମ ତାରିଖ :
Day
Month
Year
ଆପଣଙ୍କର ଲେଖାର ବିଭାଗ :
କବିତା
ଗଳ୍ପ
ପ୍ରବନ୍ଧ
ଉପନ୍ୟାସ
ଶିଶୁ-ସାହିତ୍ୟ
ହସକଥା

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page