ଭାବନାରେ ସୁଭ୍ରାନ୍ତ ...
ଭାବନା, ନା ଆଜିର ନା କାଲିର ଭାବନା ପ୍ରତ୍ୟେକ ଦିନର ଜଣାନାହିଁ ଭାବନା କେଉଁ ଘଟଣାର ଦୈନନ୍ଦିନ ଜୀବନରେ ଘଟୁଥାଏ ଅନେକ ପ୍ରକାର ଘଟଣା କେବେ ଆଗକୁ ବଢିବାର ରାହା ଦେଖୁଥାଏ ତ, କେବେ ମନହୁଏ ବାଟବଣା ll କେବେ ମନରେ ପରମାନନ୍ଦ ଖୁସିରେ ଲହରୀର ଢେଉ କେବେ ଜୀବନରେ କୋହଭରା ଦୁଃଖର ସୁନାମି ସାଜିଥାଏ ଦାଉ ll କେବେ ପରିବାରର କର୍ତ୍ତବ୍ୟରେ ଲୀନ କେବେ ଜନ ଗହଳିର ଫୁଲ ବଗିଚାରେ ଗୋଲାପ ଫୁଲର ଅନୁସନ୍ଧାନ ll କେବେ ସମାଜର ମଙ୍ଗଳ ନିମନ୍ତେ ଶୁଣୁଥାଏ ଗୁରୁଜ୍ଞାନ ବାର୍ତ୍ତା କେବେ ମନେପଡ଼େ ପିଲାଦିନର ସେ ଛପା ଅଛପା ପୁରୁଣା ଦିନର କଥା ll କେବେ ଲୋକ ପ୍ରିୟତାରେ, ଅଜଣା ଲୋକ ସହିତ କଥା ବାର୍ତ୍ତା, କେବେ ଭଲଲାଗେ ସ୍ନେହ,...