ମା ମଙ୍ଗଳା
ମା ମଙ୍ଗଳା 🙏 ଜୟ ତୁ ମଙ୍ଗଳା ମାଗୋ ଜୟ ହର ଚଣ୍ଡୀ... ତୁହି ସାହା ହେଲେ ମାଗୋ.. ଦୁଃଖ ଯାଏ ଖଣ୍ଡି..... ll ଯେତେ ବେଳେ ମାଗୋ.. ଆଶି ଥାଏ କଷ୍ଟ... ଆସି ମୋ ପାଖକୁ ମାତା... ଫିଟାଉ ସଙ୍କଟ... lll କେତେ ଆଶା ରଖି ମାତା.. ଡାକୁଛି ଗୋ ତତେ... ସହି ହଉ ନାହିଁ ମାତା... କଷଣ ଯେ ଏତେ... lll ମାତା ହୋଈ ମୋ ଦୁଃଖ ତୁ.. କେମିତି ଦେଖୁଛୁ... ନିର୍ଦୟ ଏ ସଂସାର ମା... କାହିଁକି କରିଛୁ... lll ଝିଅ ତୋର ଅସହାୟ ଆଜି... ହେଇଛି ଗୋ ମାତା... ପାଖେ ପାଖେ ଥିବୁ ମl... ରଖିଛି ମୁଁ ଆଶା... llll ମମିତା...