ମନ ବସନ୍ତ ,ସ୍ବପ୍ନ ବିକଶିତ ଭାରତ
ମନ ବସନ୍ତରେ ବିକଶିତ ଭାରତ । ବହୁତ ହାତ ଯେବେ ହେବ ମିଳିତ।। ସଫଳ ହେବ ବିକଶିତ ଭାରତ ଏକ ବିନ୍ଦୁ ଜଳ ସ୍ରୋତ ତିଆରି କରି ପାରେନି। ବହୁ ହାତ କୁ କୌଣସି ବାଧା ହରେଇ ପାରେନି।। ଉପଯୁକ୍ତ ଶିକ୍ଷା ସେତେବେଳେ ମିଳିବ। ଶିକ୍ଷା ସହିତ ଦିକ୍ଷା ଓ ସଂସାର ମନରେ ଖେଳିବ।। ଯେବେ ବିଜ୍ଞାନ ସହିତ ବିବେକ ଆସିବ। ସେତେବେଳେ ପେଷା ସହିତ ନିଶା ଆସିବ।। ବିଜ୍ଞାନ ବିକଶିତ ହେବ ଯେବେ ସଫଳତା ସହିତ ସାର୍ଥକତା ଆସିବ। ସେବେ ସମ୍ମାନ ସହିତ ସୌନ୍ଦଯ୍ୟତା ଆସିବ ।। ମନ ବସନ୍ତର ସଫଳତା ଜାଣିବ ଯେଉଁ ଶିକ୍ଷାରେ ସାମାଜିକତା ନାହିଁ । ସେ ଶିକ୍ଷା ର ପୂର୍ଣ୍ଣତା ନାହିଁ।। ମନ ବସନ୍ତ ର ଶୁନ୍ୟତା ପାଇଁ ବିଶ୍ବ ସୃଷ୍ଟି ରେ ଖାଲି...