ମୃତ୍ୟୁ ହାରିଗଲା ମା' ପାଖରେ
ନିଜର ଛୁଆକୁ କୋଳରେ ସେ ଯାକି ଯାଇଥିଲା ବୁଲିବାକୁ ସେଇ ମା କୋଳେ ଏତେ ଶକ୍ତି ଥାଏ ନାହିଁ କିଏ ରୋକିବାକୁ (୧) ନର୍ମଦା ନଦୀର ଗଭୀର ଜଳରେ ନାବିକ ଟେ ସାଜି ଥିଲା ନାଁ ଧରି ସିଏ କୋଳ କୁ ନ ଫେରି ଜୀବନ ସେ ଦେଇ ଦେଲା (୨) ନିଜ ଜୀବନ କୁ ଖାତିରି ନ କରି ଧରିଥିଲା ତାର ପୁଅକୁ ଶେଷ ଯାଏ ତାକୁ ଛାଡ଼ି ସେ ନଥିଲା ଧନ୍ୟ କୁହ ସେଇ ମାଆକୁ (୩) ମୃତ୍ୟୁ ବି ହାରିଲା ତା ପାଖେ ଆସି ମା ଥିଲା ତାର ଆଗେ ତୁଟି ଲାନୀ ଡୋର ପୁଅ ସାଥେ ତାର କୋଳେଇ ରଖିଛି ଭାଗେ (୪) ଚାରି ବରଷ ର କଅଁଳ ବାଳକ ...