top of page

ବାପା...

ବାପା ତମେ ମା ପରି ମୋତେ କାହିଁକି ଭଲ ପାଅନି,

ମାଆ ଯେମିତି ପଚାରେ ମୁଁ ଖାଇଛି କି ନାହିଁ ?

ସେମିତି ତୁମେ କାହିଁକି ପଚାରନ୍ତି ?

କାହିଁକି ପଚାରନ୍ତି ଆଜି ମୁଁ କଣ ପଢିଲି ?

କାହିଁକି ପଚାରନ୍ତି ଆଜି ମୁଁ ସେ ସାଙ୍ଗ ସହ କଣ କଥା ହେଲି ?

ତୁମେ କଣ ଜମା ମୋ ବିଷୟରେ ଚିନ୍ତା କରନି ?

ବାପା' ତୁମେ ମା' ପରି ମୋତେ କାହିଁକି ଭଲ ପାଅ ନାହିଁ?

ବାପା' ତୁମେ ମା ପରି ମୋତେ କାହିଁକି ଭଲ ପାଅ ନାହିଁ ?

ଦିନେ ଏ କାହିଁକି ର ଉତ୍ତର ମୁଁ ମାଆ କୁ ପଚାରିଲି ତ ମା କହିଲା'

ଯେ ନିଜେ ନ ଖାଇ ଆମକୁ ଖୁଆଏ ସେ ହେଉଛନ୍ତି ବାପା...

ଯେ ନିଜେ ଦୁଃଖ ରେ ରହି ଆମକୁ ହସାନ୍ତି ସେ ହେଉଛନ୍ତି ବାପା '....

ଯେ ସବୁ ପର୍ବ ପର୍ବାଣୀ ରେ ଆମକୁ ନୂଆ ଡ୍ରେସ୍ ଆଣିଦେଇ ନିଜେ ପୁରୁଣା ଡ୍ରେସ୍ ପିନ୍ଧନ୍ତି ସେ ହେଉଛନ୍ତି ବାପା...

ଯେ ଦିନ ସାରା ଖଟି ଆମେ ଶାନ୍ତି ରେ ଶୋଇବୁ ଯେ ଚିନ୍ତା କରନ୍ତି ସେ ହେଉଛନ୍ତି ବାପା...

ବାପା ସତରେ ଏତେ ନିସ୍ୱାର୍ଥପର ହୋଇ ଆମ ପାଇଁ କେମିତି କରୁଛ,

ବୋଧେ ମା' ଠାରୁ ଅଧିକ ତୁମେ ମୋତେ ଭଲପାଅ... Love you '' ବାପା ''

ଲେଖିକା : ଗୀତାଞ୍ଜଳୀ ସାହୁ

ଠିକଣା : ଚାନ୍ଦବାଲି, ଭଦ୍ରକ

Recent Posts

See All
ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର ସିଏ ଯେ ଓଡିଶା ଶ୍ରେଷ୍ଠ ଅନ୍ୟ ନାମ ତାର କଳା ହୀରା ଗଡ଼ ଆଉ ଯେ ହିଙ୍ଗୁଳା ପୀଠ କୁଳୁ କୁଳୁ ହୋଇ କଳ କଳ ଦାନେ ମୋ ପ୍ରିୟ ସହର୍ ଦେଇ ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି ଅବିରତ ଯାଏ ବହି ଭାରତ ପ୍ରସିଧ୍ୟ ରାଜ ନଅ

 
 
 
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 

2 Comments

Rated 0 out of 5 stars.
No ratings yet

Add a rating
Guest
Sep 14, 2025
Rated 5 out of 5 stars.

ବାପା ମାଆ ନିତ୍ଯ ଚିରନ୍ତନ ସତ୍ୟ...

Like

Guest
Sep 14, 2025

Khub Sundar Rachana..

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page