top of page

ଦୁଃଖ

  • ଶ୍ରୀକ୍ଷେତ୍ର ସୁନ୍ଦର
  • Oct 9
  • 1 min read

ଦୁଃଖ !

ଯେ ନିଜର ନଥିଲା ନିଜର ହେଲାନି ତା ପାଇଁ

ହସର ଫମ୍ପା ଆବରଣ ତଳେ ଆପଣା ଲୁହକୁ ଛାତି ତଳେ ଯାକି

ମୁଁହ ମାଡି ଲୁଚି ଲୁଚି କାନ୍ଦୁଥିବା ମଣିଷ

କିଏ କା ପଛରେ ଗୋଡ଼େଇ ମଲାଣି

ସବୁ ଯାହା ଗୋଟେ ମାୟା

ସଂସାରଟାକୁ ଯୋଡ଼ାଯୋଡି କରି ରଖିବାକୁ ଗୋଟା ଫନ୍ଧି କହିପାର

ଯିଏ ଯେତେ ଶୀଘ୍ର ବୁଝିଯିବ କମ୍ କଷ୍ଟ ପାଇବ

ଖରାରେ ସିଝି, ବର୍ଷାରେ ତିନ୍ତି, ଶୀତରେ ଥରି,

ଏମିତି କି, ଜୀବନ ଦେଇ ବି ସମ୍ପର୍କ ଅସଜଡା ରହେ

ମୃତ୍ୟୁ ପରେ ବି ମଣିଷ ଅତୃପ୍ତ ରହେ

ପାଉଁଶ ତଳୁ ଦଗ୍ଧ ମନ ଛଟପଟ ହୁଏ

କେଉଁଠି ବୁଝିବା ଭୁଲ୍ ରହିଗଲା ଭାବେ

ରଚନା : ଶ୍ରୀକ୍ଷେତ୍ର ସୁନ୍ଦର

ଠିକଣା : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଧନକଉଡ଼ା, ସମ୍ବଲପୁର

Recent Posts

See All
ମୋ ସୁନୟନା ...

(କ) ଚନ୍ଦନ ମହକୁଛି ଫୁଲ ବି ମହକୁଛି ତୁମରି ସ୍ପର୍ଶ ମାତ୍ରେ ହାତେ ରଙ୍ଗ ତୁଳୀ ଆଙ୍କେ ତୁମ ଛବି ମୋହର ପ୍ରେମ ପତ୍ରେ । (ଖ) ନାନା ରଙ୍ଗ ଫୁ

 
 
 
ପରଂବ୍ରହ୍ମ ...

(୧) ତୁମେ ହିଁ ଆଦି ତୁମେ ହିଁ ତ ଅନ୍ତ ।। କୋଟି ପରଂବ୍ରହ୍ମ ମୋର ତୁମେ ହିଁ ତ ଅନନ୍ତ ।। (୨) ସକଳ ସୃଷ୍ଟିର ଆଦିଓଁକାର ଗାଇ ଉଠେ ଏ ମନ ।। ବୀଣାଝଙ୍କାରର ତୁମେ ଆବାହକ ନାଚ଼ି ଉଠେ ଏ ବୃନ୍ଦାବନ ।।

 
 
 
ପାପ ସଂସାର ...

ଚାରିଆଡ଼େ ଏଠି ଯୌନ ପିଶାଚୁ ଯେ, କେମିତି ଚାଲିବ ସଂସାର। କୋମଳମତିଠୁ ଯୁବା-ବୃଦ୍ଧା ଯାଏ, ତ୍ରାହି ନ ମିଳଇ କାହାର। ​ରକ୍ତ ଶୋଷି ମାରେ ନର-ରାକ୍ଷସ ଟା, କିଏ ନିଜେ ପିଇ ମରେ ଜହର। ଆତ୍ମୀୟମାନଙ୍କ ବୁକୁଫଟା ଦୁଃଖ, କରନ୍ତି କରୁଣ ଚିତ୍କାର। ​ବଞ୍

 
 
 

1 Comment

Rated 0 out of 5 stars.
No ratings yet

Add a rating
Guest
Oct 09
Rated 5 out of 5 stars.

ସୁନ୍ଦର ବାସ୍ତବତା ପୂର୍ଣ୍ଣ ଲେଖା 🙏🏻

Like

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

Subscribe Form

Thanks for submitting!

+918328951229

average rating is 3 out of 5, based on 150 votes, Ratings
  • Facebook
  • Twitter
  • YouTube
  • Pinterest
  • Instagram
  • Instagram

©2021 by Malhar E-magazine.

bottom of page