top of page

୧୦ମ ସଂସ୍କରଣ "ଦାରୁବ୍ରହ୍ମ"

  • Writer: Malhar E-magazine
    Malhar E-magazine
  • May 8
  • 1 min read

ନମସ୍କାର,

ଆପଣଙ୍କ ନିମନ୍ତେ ନେଇଆସିଛୁ "ମହ୍ଲାର ଇ-ପତ୍ରିକା" ର ଆଗାମୀ ସଂସ୍କରଣ "ଦାରୁବ୍ରହ୍ମ" l

ଯାହାର ଲେଖା ପଠେଇବାର ସମୟସୀମା ଆଉ ମାତ୍ର ୧୦ଦିନ ରହିଲା l ଆଶା କରୁଛୁ ପ୍ରତିଥର ଭଳି ଏଥର ବି ଅପଣଙ୍କର ଏକ ସ୍ଵ-ରଚିତ ଲେଖା ପ୍ରଦାନ କରି ମହ୍ଲାର ପରିବାରର ଏକ ସକ୍ରିୟ ଲେଖକ/ଲେଖିକାର ଭୂମିକା ଗ୍ରହଣ କରିବା ସହ ୧୦ମ ସଂସ୍କରଣ "ଦାରୁବ୍ରହ୍ମ" ପତ୍ରିକାଟିକୁ ସାଫଲ୍ୟମଣ୍ଡିତ କରନ୍ତୁ ...


👉🏻 ଲେଖା ପଠେଇବାର ସମୟ ସୀମା : ୨୦/ଜୁନ/୨୦୨୫

👉🏻 ଲେଖା ପଠେଇବାର ନିୟମାବଳୀ :

୧) ପତ୍ରିକା ନିମନ୍ତେ କେବଳ ଆପଣଙ୍କର ନିଜସ୍ୱ ସ୍ଵ-ରଚିତ ଲେଖା (ପ୍ରବନ୍ଧ,କବିତା,ଗଳ୍ପ,ଉପନ୍ୟାସ,ହସ-କଥା) ଦାଖଲ କରନ୍ତୁ l

୨) ଭବିଷ୍ୟତରେ ଲେଖାକୁ ନେଇ ଉପୁଜିଥିବା ସମସ୍ୟା ନିମନ୍ତେ କେବଳ ଲେଖକ ହିଁ ଦାୟୀ ରହିବେ, ମହ୍ଲାର କର୍ତ୍ତୃପକ୍ଷ ନୁହେଁ l

୩) ଆପଣଙ୍କର ଲେଖାଟି ସମ୍ପୁର୍ଣ୍ଣ ରୂପେ ଓଡ଼ିଆ ଭାଷାରେ ଲେଖାଥିବା ନିତ୍ୟାନ୍ତ ଆବଶ୍ୟକ l

୪) ଆପଣଙ୍କର ଲେଖାକୁ ଆମର ୱେବ-ସାଇଟ କିମ୍ବା ଇ-ମେଲ ମାଧ୍ୟମରେ ପଠେଇବାକୁ ଅନୁରୋଧ l

୫) ଲେଖା ପଠେଇବା ସହ ଏହାର ନକଲ କପି ନିଜ ପାଖେ ସାଇତି ରଖନ୍ତୁ, କାରଣ କର୍ତ୍ତୁପକ୍ଷଙ୍କୁ ଲେଖା ଫେରାଇବାର କୌଣସି ସୁବିଧା ନାହିଁ l

୬) ଲେଖାଟି ୧୦୦ କିମ୍ବା ୨୦୦ ଶବ୍ଦ ଠୁ ଉର୍ଦ୍ଧ ହୋଇଥିବା ଦରକାର l

୭) ଉକ୍ତ ଫର୍ମାଟରେ ନିଜସ୍ୱ ଫୋଟୋ, ଠିକଣା ଏବଂ ଯୋଗାଯୋଗ କରିବାର ସୂଚନା ଦେବାକୁ ଅନୁରୋଧ l


👉🏻 ଲେଖା ପଠେଇବାର ଠିକଣା :

ୱେବ-ସାଇଟ : www.MalharOdia.com ଇ-ମେଲ : malharmagazine@gmail.com


👉🏻 ସୂଚନା : ସମୟସୀମା ବାହାରେ ଆସିଥିବା କୌଣସି ଲେଖା ଗ୍ରହଣଯୋଗ୍ୟ ନୁହେଁ l


ଆପଣଙ୍କର ପ୍ରିୟଜନଙ୍କୁ ଅଭିନନ୍ଦନ ଜଣାଇବା ନିମନ୍ତେ ଆମକୁ ଯୋଗାଯୋଗ କରନ୍ତୁ...

 
 
 

Recent Posts

See All
शिक्षक दिवस की बहुत शुभकामनाएं

ऐसे महान इंसान को ही हम, शिक्षक व गुरु के नाम से पुकारते हैं शिक्षक दिवस की बहुत-बहुत शुभकामनाएं जो हमें सिखाए सही-गलत का पाठ कराए सही...

 
 
 

Comments


ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

+918328951229

Subscribe Form

Thanks for submitting!

  • Instagram

©2021 by Malhar E-magazine.

bottom of page