top of page

ସୁନ୍ଦର ସହର ମୋ ତାଳଚେର

ସୁନ୍ଦର ସହର ମୋ ତାଳଚେର

ସିଏ ଯେ ଓଡିଶା ଶ୍ରେଷ୍ଠ

ଅନ୍ୟ ନାମ ତାର କଳା ହୀରା ଗଡ଼

ଆଉ ଯେ ହିଙ୍ଗୁଳା ପୀଠ


କୁଳୁ କୁଳୁ ହୋଇ କଳ କଳ ଦାନେ

ମୋ ପ୍ରିୟ ସହର୍ ଦେଇ

ଚିର ସ୍ରୋତସ୍ଵୈନି ସୁନ୍ଦର ବ୍ରହ୍ମଣି

ଅବିରତ ଯାଏ ବହି

ଭାରତ ପ୍ରସିଧ୍ୟ ରାଜ ନଅ ର ଟି

ବଢା଼ଉଛି ଯାର ଶୋଭା

ବ୍ରାହ୍ମଣି କୂଳରେ ପଶ୍ଚିମ ସ୍ୱର ଯେ

ମନହୋରା ମନ ଲୋଭା

ସୁସୋଭିତ କରେ ମୋ ସହର୍ କୁ

ପ୍ରକୃତ ଦାନେ ବନାନୀ

ସତେକି ଯେମିତି ନବ ବଧୂ ଟିଏ

ସାଜି ଅଛି ପାଟ ରାଣୀ

Recent Posts

See All
ତ୍ରିରଙ୍ଗା

ସବୁଠୁ ସୁନ୍ଦର ପତାକା ମୋର ତ୍ରିରଙ୍ଗା ଅଟଇ ନାମଟି ତାର । ଲମ୍ବ ଓସାର ତା ତିନି କି ଦୁଇ ତା ଠାରୁ ସୁନ୍ଦର ଆଉ କେ ନାଇଁ । ତିନି ରଙ୍ଗେ ଗଢ଼ା ତନୁ ତାହାର ମଧ୍ୟେ ଚକ୍ର ଆହା କି ମନୋହର । ଉପରି ଭାଗରେ ରଙ୍ଗ କେଶରୀ ବୀରତ୍ଵର ଗାଥା ରଖିଛି ଧରି ।

 
 
 
ହେ ଜଗା

ଜଗତ କରତା ପରମେଶ୍ବର ଗଢିଛନ୍ତି ନିଜ ବିଚିତ୍ର ରୂପ।। ଏମିତି ବିଚିତ୍ର ଦେବ ଟି ସିଏ ତା ଆଖି ଦେଖିଲେ ଗୁଣି କରି ନିଏ।। ଚକା ଚକା ତାର ଅଜବ ଆଖି ଅଶ୍ରୁ ଝରି ଯାଏ ସେ ଆଖି କୁ ଦେଖି।। ଗୋଡ ଅଧା ପୁଣି ହାତ ବି ଅଧା ସିଂହାସନ ରେ ପୁଣି ବସିଛି ସିଧା

 
 
 
ମୃତ୍ୟୁ ହାରିଗଲା ମା' ପାଖରେ

ନିଜର ଛୁଆକୁ କୋଳରେ ସେ ଯାକି ଯାଇଥିଲା ବୁଲିବାକୁ ସେଇ ମା କୋଳେ ଏତେ ଶକ୍ତି ଥାଏ ନାହିଁ କିଏ ରୋକିବାକୁ (୧) ନର୍ମଦା ନଦୀର ଗଭୀର ଜଳରେ ନାବିକ ଟେ ସାଜି ଥିଲା ନାଁ ଧରି ସିଏ କୋଳ କୁ ନ

 
 
 

Comments

Rated 0 out of 5 stars.
No ratings yet

Add a rating

ମହ୍ଲାର ଇ-ପତ୍ରିକା

Bhubaneswar, Odisha, India

  • Facebook
  • Twitter
  • YouTube
  • Pinterest
  • Instagram

+918328951229

average rating is 3 out of 5, based on 150 votes, Ratings
  • Instagram

©2021 by Malhar E-magazine.

bottom of page