Search
କଳାକାର
ହେ ଈଶ୍ୱର ତମେ ଏ ସୃଷ୍ଟିର କଳାକାର
ମୁଁ ଵି ମୋ କବିତା ସଂସାର ରେ କଳାକାର
ଆମେ ଗୋଟିଏ ବହିର ଦୁଇଟି ଆଗପଛ ମଲାଟ ।।
ହେଲେ ତମେ ସୃଷ୍ଟି କରିଥିବା ମଣିଷ ତମ
ବେଦ ବେଦାନ୍ତ କୁ କର୍ଣ୍ଣ ଗୋଚର ନକରି।
ମୁଁ ସେମିତି ବେଳେ ଲଜ୍ଜିତ ହୁଏ ସେ ମଣିଷ ଯେତେବେଳେ ମୋ କବିତାକୁ ପଢେ ।।
ହାରିଗଲି ପ୍ରଭୁ ତମେ ନିକଟରେ ମୁଁ ସାଘାଂତିକ ଭାବରେ ହାରି ଗଲି।
ପାରିବତ ମୋତେ ତମ ସେ କୋମଳ ଚପଳତାର ହାତରେ ସ୍ପର୍ଶ କରିବା ର ଅନୁଭବ ଦେବ ।। ଆପଣଙ୍କ ଏ ସୃଷ୍ଟିରେ ଆଖି ବନ୍ଧି ଲୁହ ନିକଟରେ,,,,,,,
କବି : ବାବାଜୀ ଚରଣ ସାହୁ
ଠିକଣା : ଦକ୍ଷିଣ ଉଷୁମା, ଫୁଲନଖରା, କଟକ



Comments